Odia Anuchinta - Odia Anuchinta Lekha
1 - କାହାକୁ କ୍ଷମା କରିଦେଲେ ବା କ୍ଷମା ମାରିଦେଲେ
ହୁଏତ ଭାଙ୍ଗି ଯାଇଥିବା ସର୍ମ୍ପକଟିଏ ଫୁଣି ସଜାଡି ହୋଇଯିବ
କିନ୍ତୁ ହୃଦୟରେ ଲାଗିଥିବା ଆଘାତ କେବେ ଲିଭି ନଥାଏ
2- ସାଥିରେ ରହିବାକୁ ପ୍ରତିଶୃତି ଦେଉଥିବା ଲୋକମାନେ ହିଁ ଦୁରେଇ ଯାଆନ୍ତି
ବିଶ୍ବାସର କଥା କହୁଥିବା ଲୋକ ହିଁ ସବୁ ବେଳେ ବିସ ଦିଅନ୍ତି
3 - ନିଜକୁ କେବେ ଅନ୍ୟ ମାନଙ୍କ ସହିତ ତୁଳନା କରିବା ଉଚିତ ନୁହଁ
କାହିଁକି ନା ସବୁ ବହିର କାହାଣୀ ଏକା ପରି ହୋଇ ନ ଥାଏ
4- ବିଶ୍ବାସ ହେଉଛି ଏକ ମହଙ୍ଗା ଜିନିଷ ଯାହା ଆଜିକାଲି ଏ ଶସ୍ତା ଲୋକଙ୍କ ମାନଙ୍କ ପାଖରେ ଏହା କେବେ ମିଳିନଥାଏ
5 - ଏଦୁନିଆରେ ଜିବନ ଥିବା ଯାଏ କେହି ପଚାରନ୍ତି ନି କେମିତି ବଞ୍ଚିଛ
କିନ୍ତୁ ମଲାପରେ ସମସ୍ତେ ପଚାରନ୍ତି କେମିତି ମରଲ
6 - ଧିରେ ଧିରେ ତୋ ଠାରୁ ଦୂରେଇ ଯିବି ଦିନେ ମୁଁ ଅଜଣା ଥିଲି
ଫୁଣି ଥରେ ଅଜଣା ହୋଇଯିବି
7 - କାହାକୁ ପାଇଯିବା କେବଳ ପ୍ରେମ ନୁହଁ । ତାକୁ ସବୁଦିନ ହୃଦୟରେ ସାଇତି ରଖିବା ହିଁ ପ୍ରକୃତ ପ୍ରେମ
8 - ଦୁନିଆରେ ଆମ ଦୋଷ ଧରିବାକୁ ହଜାରେ ଲୋକ ମିଳିବେ କିନ୍ତୁ ହଜାର ଦୋଷ ର କ୍ଷମା କରିବାକୁ କେବଳ ଦୁଇ ଜଣ ମିଳିଥାନ୍ତି
ସେ ହେଉଛନ୍ତି ବାପା ଆଉ ମା
9 - ଜିବନ ଆରମ୍ଭ ସେଇଠି ହୁଏ ଯେଉଠି ଭଯ ଶେଷ ହୁଏ
10 - ବାହାନା ଖୋଜନ୍ତି କିଛି ଲୋକ ଲୋକ ସାଙ୍ଗରେ ରହିବା ପାଇଁ ତ ଆଉ କିଛି ଜଣ ଦୂରେଇ ରହିବା ପାଇଁ
Odia Anuchinta Images for 2020 And 2021
Odia Ajira Anuchinta - Odia latest and new Odia anuchinta and Sadhu bani
Latest Odia Anuchinta - Sadhubani
ଇଏ 3 ଟି କଥା କୁ ଜଦି ଆପଣ ମନେ ନ ରଖିବେ ତାହାଲେ ଆପଣ ଆପଣଙ୍କ ଲକ୍ଷ କୁ କେବେବି ହାସଲ କରିପାରିବେ ନାହିଁ
ଆପଣ ଭାବୁଥିବା ଲକ୍ଷ୍ଯ ଆପଣଙ୍କ ପାଇଁ ଖରାପ ବି ହେଇ ପାରେ ଜଦି ଆପଣ ଇଏ ତିନୋଟି କଥା କୁ ମନେ ନ ପକାନ୍ତି ତ
ପ୍ରଥମ - ଜଦି ଆପଣଙ୍କ ଲକ୍ଷ୍ଯ କୁ ଆପଣ ଭାଗ୍ଯ ଉପରେ ଛାଡି ଦେଇଛନ୍ତି ତାହାଲେ ଆପଣଙ୍କ ଲକ୍ଷ୍ଯ କେବେବି ପୁରା ହେଇପାରିବ ନହଁ
ଜଦି ଆପଣ ଭାବୁଛନ୍ତି କି ଭାଗ୍ଯରେ ଜଦି ଥିବ ତାହାଲେ ଆମକୁ ନିଶ୍ଚିତ ମିଳିବ ତାହାଲେ ଆପଣ ଭୁଲ ଭାବୁଛନ୍ତି କାହିଁକି ନା ଭାଗ୍ଯ ଆମକୁ ସେହି ରାସ୍ତାରେ ନେଇ ଯାଇଥାଏ ଯାହା ଆମର ଭାଗ୍ଯ ନିର୍ଦ୍ଧାରଣ କରିଥିବ
କିନ୍ତୁ ଭାଗ୍ଯ କେବେବି ଆପଣ ଭାବୁଥିବେ ଲକ୍ଷ୍ଯ ସ୍ଥଳ ରେ ପହଞ୍ଚାଇବ ନାହିଁ
ଦିତୀୟ ଟି ହେଲା - ଜଦି ଆପଣଙ୍କ ଲକ୍ଷ୍ଯ ଅବାସ୍ତବ ରୂପ ରେ ଭାବୁଥିବେ
ମନେକର ଆପଣ ଭାବୁଥିବେ ମଁ ଗୋଟିଏ ଦିନରେ ଗୋଟେ କୋଟି ଟଙ୍କା କମାଇ ନେବି ଇଏ ହୁଏତ ଆପଣଙ୍କ ପାଇଁ ଅସମ୍ଭବ
ହଁ ସେମାନଙ୍କ ପାଇଁ ହୋଇ ପାରିବ ଯିଏ ପୂର୍ବରୁ କମେଇ ଥିବେ ନହେଲେ ସେ ହିସାବ ରେ ପ୍ଳାନ କରିଥିବେ
ତୃତୀୟା ଟି - ଜଦି ଆପଣ ଆପଣଙ୍କର ପସନ୍ଦକୁ ଛାଡି ଅନ୍ୟ କାହାର ପସନ୍ଦରେ ଆପଣ ଆପଣଙ୍କର ଲକ୍ଷ୍ଯ ବନେଇଥିବେ
ଇଏ ତିନୋଟି କଥା ମନେ ରଖନ୍ତୁ ଆଉ ଆପଣଙ୍କର ପସନ୍ଦକୁ ଚିହ୍ନନ୍ତୁ ଚିହ୍ନି ସେଇଥିରେ ଆପଣଙ୍କ ଲକ୍ଷ୍ଯ କୁ ବନେଇ ଆପଣ ଆପଣଙ୍କର ଲକ୍ଷ୍ଯ କୁ ହାସଲ କରନ୍ତୁ
Post a Comment
2 Comments
Nice
ReplyDeleteThis comment has been removed by a blog administrator.
ReplyDelete