1000+ Odia Anuchinta ( ଓଡ଼ିଆ ଅନୁଚିନ୍ତା ) - Best 2022 Odia ajira anuchinta Images , New Sadhu bani anuchinta , prathana channel sadhubani Anu Chinta,Anuchinta Lekha

Hi Are You Serching For Best Odia Anuchinta 2021 And 2022 - Odia Ajira Anuchinta images odia Anuchinta 2020Odia Anuchinta Lekha  ।Odia Daily Anuchinta  |Odia Sadhubani ( ଓଡ଼ିଆ ରେ ) here Is latest And New collection Odia Anuchinta 

ଓଡ଼ିଆ ଆଜିର ଅନୁଚିନ୍ତା ଯାହା ପ୍ରାଥନା ଚେନାଲରେ ସାଧୂବାଣୀ  ପ୍ରକାଶିତ ହୋଇ ଥାଏ ଆଉ ଏ ଧାରାବାହିକ ଟିକୁ ହଷ୍ଟ କରିଥାଆନ୍ତି  ମନନିୟ ଜିତୁ ଦାଶ  ତା ମଧ୍ୟରୁ  ଆମେ କିଛି ଫଟୋ ଦେଖାଉଛୁ ଆପଣ ପଢ଼ନ୍ତୁ ଆଉ ଆମକୁ  କମେଣ୍ଟ କରି କୁହନ୍ତୁ ଏସବୁ କେମିତି  ଲାଗୁଛି  

ଆପଣଙ୍କ ଗୋଟାଏ କମେଣ୍ଟ ଆମକୁ ଏମିତି ପୋଷ୍ଟ କରିବା ପାଇଁ  ମୋଟିଭେଟ କରିଥାଏ   So Please motivate Us

Odia Anuchinta - Odia Anuchinta Lekha


1 - କାହାକୁ କ୍ଷମା କରିଦେଲେ ବା କ୍ଷମା ମାରିଦେଲେ
ହୁଏତ ଭାଙ୍ଗି ଯାଇଥିବା ସର୍ମ୍ପକଟିଏ ଫୁଣି ସଜାଡି ହୋଇଯିବ
କିନ୍ତୁ ହୃଦୟରେ ଲାଗିଥିବା ଆଘାତ କେବେ ଲିଭି ନଥାଏ


2- ସାଥିରେ ରହିବାକୁ ପ୍ରତିଶୃତି ଦେଉଥିବା ଲୋକମାନେ  ହିଁ  ଦୁରେଇ ଯାଆନ୍ତି
ବିଶ୍ବାସର କଥା କହୁଥିବା ଲୋକ ହିଁ ସବୁ ବେଳେ ବିସ ଦିଅନ୍ତି


3 - ନିଜକୁ  କେବେ ଅନ୍ୟ ମାନଙ୍କ ସହିତ ତୁଳନା କରିବା ଉଚିତ ନୁହଁ
କାହିଁକି ନା ସବୁ ବହିର କାହାଣୀ ଏକା ପରି ହୋଇ ନ ଥାଏ

4- ବିଶ୍ବାସ ହେଉଛି ଏକ ମହଙ୍ଗା ଜିନିଷ ଯାହା ଆଜିକାଲି ଏ ଶସ୍ତା ଲୋକଙ୍କ ମାନଙ୍କ  ପାଖରେ ଏହା କେବେ ମିଳିନଥାଏ


5 - ଏଦୁନିଆରେ ଜିବନ ଥିବା ଯାଏ କେହି ପଚାରନ୍ତି ନି କେମିତି ବଞ୍ଚିଛ
କିନ୍ତୁ ମଲାପରେ ସମସ୍ତେ ପଚାରନ୍ତି କେମିତି ମରଲ


6 - ଧିରେ ଧିରେ ତୋ ଠାରୁ ଦୂରେଇ ଯିବି ଦିନେ ମୁଁ ଅଜଣା ଥିଲି
ଫୁଣି ଥରେ ଅଜଣା ହୋଇଯିବି


7 - କାହାକୁ ପାଇଯିବା କେବଳ ପ୍ରେମ ନୁହଁ । ତାକୁ ସବୁଦିନ ହୃଦୟରେ ସାଇତି ରଖିବା ହିଁ ପ୍ରକୃତ ପ୍ରେମ


8 - ଦୁନିଆରେ ଆମ ଦୋଷ ଧରିବାକୁ ହଜାରେ ଲୋକ ମିଳିବେ କିନ୍ତୁ ହଜାର ଦୋଷ ର କ୍ଷମା କରିବାକୁ କେବଳ ଦୁଇ ଜଣ ମିଳିଥାନ୍ତି
ସେ ହେଉଛନ୍ତି ବାପା ଆଉ ମା

9 - ଜିବନ ଆରମ୍ଭ ସେଇଠି ହୁଏ ଯେଉଠି ଭଯ ଶେଷ ହୁଏ

10 - ବାହାନା ଖୋଜନ୍ତି କିଛି ଲୋକ ଲୋକ ସାଙ୍ଗରେ  ରହିବା ପାଇଁ ତ ଆଉ କିଛି ଜଣ ଦୂରେଇ  ରହିବା  ପାଇଁ 

Odia Anuchinta Images for 2020 And 2021














ଦୁନିଆ ରେ ଦୁଇ ପ୍ରକାର ଦୁଃଖ ଅଛି 
ଗୋଟିଏ ମଣିଷ କୁ କଷ୍ଟ ଦିଏ 
ଆଉ ଗୋଟିଏ ମଣିଷ କୁ ବଦଳାଇ ଦିଏ







Odia Ajira  Anuchinta - Odia latest and new Odia anuchinta and Sadhu bani


ମଣିଷ ଜୀବନ ରେ ବହୁତ କିଛି ଶିଖିବାର ଅଛି
ମୁଁ ଆଶା କରୁଛି କି ଏହି ପୋଷ୍ଟ ଋ କିଛି ଶିକ୍ଷାଲାଭ କରୁଥିବେ 

ଜଦି ଆପଣ ଆପଣଙ୍କୁ ଏ ପୋଷ୍ଟ ଟି ଭଲ ଲାଗୁ ଥାଏ ତାହାଲେ ଆପଣ ଆପଣଙ୍କ ପ୍ରିୟ ଜନଙ୍କ ସହିତ  share ନିଶ୍ଚିତ କରନ୍ତୁ 

ଆହୁରି ପଢ଼ନ୍ତୁ 





















Latest Odia  Anuchinta - Sadhubani


ଇଏ 3 ଟି କଥା କୁ ଜଦି  ଆପଣ ମନେ ନ ରଖିବେ ତାହାଲେ ଆପଣ ଆପଣଙ୍କ ଲକ୍ଷ କୁ କେବେବି  ହାସଲ କରିପାରିବେ ନାହିଁ

ଆପଣ ଭାବୁଥିବା ଲକ୍ଷ୍ଯ ଆପଣଙ୍କ ପାଇଁ ଖରାପ ବି ହେଇ ପାରେ  ଜଦି ଆପଣ ଇଏ ତିନୋଟି କଥା କୁ  ମନେ ନ ପକାନ୍ତି ତ



  ପ୍ରଥମ -  ଜଦି ଆପଣଙ୍କ ଲକ୍ଷ୍ଯ କୁ ଆପଣ ଭାଗ୍ଯ  ଉପରେ ଛାଡି ଦେଇଛନ୍ତି  ତାହାଲେ ଆପଣଙ୍କ ଲକ୍ଷ୍ଯ କେବେବି ପୁରା ହେଇପାରିବ ନହଁ
ଜଦି ଆପଣ ଭାବୁଛନ୍ତି କି ଭାଗ୍ଯରେ ଜଦି ଥିବ ତାହାଲେ ଆମକୁ  ନିଶ୍ଚିତ  ମିଳିବ  ତାହାଲେ ଆପଣ ଭୁଲ ଭାବୁଛନ୍ତି  କାହିଁକି ନା ଭାଗ୍ଯ ଆମକୁ ସେହି ରାସ୍ତାରେ ନେଇ ଯାଇଥାଏ   ଯାହା ଆମର ଭାଗ୍ଯ ନିର୍ଦ୍ଧାରଣ କରିଥିବ
କିନ୍ତୁ  ଭାଗ୍ଯ କେବେବି ଆପଣ ଭାବୁଥିବେ  ଲକ୍ଷ୍ଯ ସ୍ଥଳ ରେ   ପହଞ୍ଚାଇବ ନାହିଁ


ଦିତୀୟ  ଟି ହେଲା -  ଜଦି  ଆପଣଙ୍କ ଲକ୍ଷ୍ଯ ଅବାସ୍ତବ  ରୂପ ରେ ଭାବୁଥିବେ
ମନେକର ଆପଣ ଭାବୁଥିବେ ମଁ ଗୋଟିଏ ଦିନରେ ଗୋଟେ କୋଟି   ଟଙ୍କା କମାଇ ନେବି   ଇଏ ହୁଏତ ଆପଣଙ୍କ ପାଇଁ  ଅସମ୍ଭବ
ହଁ ସେମାନଙ୍କ ପାଇଁ ହୋଇ ପାରିବ ଯିଏ ପୂର୍ବରୁ କମେଇ ଥିବେ ନହେଲେ ସେ ହିସାବ ରେ ପ୍ଳାନ କରିଥିବେ

ତୃତୀୟା ଟି - ଜଦି ଆପଣ ଆପଣଙ୍କର ପସନ୍ଦକୁ ଛାଡି ଅନ୍ୟ କାହାର ପସନ୍ଦରେ ଆପଣ ଆପଣଙ୍କର ଲକ୍ଷ୍ଯ ବନେଇଥିବେ
ଇଏ ତିନୋଟି କଥା ମନେ ରଖନ୍ତୁ ଆଉ ଆପଣଙ୍କର ପସନ୍ଦକୁ  ଚିହ୍ନନ୍ତୁ ଚିହ୍ନି ସେଇଥିରେ ଆପଣଙ୍କ ଲକ୍ଷ୍ଯ କୁ ବନେଇ ଆପଣ ଆପଣଙ୍କର ଲକ୍ଷ୍ଯ କୁ ହାସଲ କରନ୍ତୁ



ଆମ ପୋଷ୍ଟ ଟି ଜଦି ଭଲ ଲାଗୁଥାଏ  ତାହାଲେ କମେଣ୍ଟ କରି ନିଶ୍ଚିତ  ଜଣେଇବା ଅନୁରୋଧ  ଆଉ ଆପଣଙ୍କ ପ୍ରିୟ ଜନଙ୍କ ସହିତ Share କରି ସେମାନଙ୍କୁ ମଧ୍ଯ ଜଣାନ୍ତୁ ।



Post a Comment

2 Comments