Odia Anuchinta - Learn Best odia Anuchinta , Odia language Anuchinta, Best Odia motivation Text

Odia Anuchinta -  ବେଳେବେଳେ ଆମକୁ ଆମର ଲକ୍ଷ୍ଯ କୁ ହାସଲ କରିବା କୁ ହେଲେ  କିଛି ସମୟ ପାଇଁ ଅଟକିବା କୁ ପଡିଥାଏ





ମାନି ନିୟ କି ଆପଣ କୋଣସି ଏକ ଜାଗାକୁ ବାହାରିକି ଜାଉଛ

 ଆଉ ଆପଣ  ସେ ଜାଗାକୁ ଜିବା ପାଇଁ ଜଣେ ଟ୍ରାଫିକ ପୋଲିସ ବାଲାଙ୍କ ପାଖକୁ ଯାଇ  ପାରଚାରିବେ ମୁଁ ଏହି ଜାଗାକୁ ଜାଉଛି

ଏ ଜାଗାକୁ ଜିବା ପାଇଁ ରାସ୍ତା  ର ସବୁ ସିଗନାଲ  ସବୁଜ ଅଛିତ

ଆପଣ କଣ ଭାବୁଛନ୍ତି ଟ୍ରାଫିକ ପୋଲିସ ଆପଣଙ୍କୁ କଣ କହିବେ ?

ଟ୍ରାଫିକ ପୋଲିସ ଆପଣଙ୍କୁ କହିବେ ଆପଣ ପାଗଳ ହେଇଯାଇଛ  କି ?

ଯେମିତି ଆମେ  ଯେକୌଣସି ବି ଜାଗାକୁ ବି  ଜିବା ପାଇଁ ସେ  ରାସ୍ତା ରେ  କେବେ କେବେ  ସିଗନାଲ ସବୁଜ ବି ହେବ ଆଉ କେବେ ହଳଦିଆ ହେବ ଆଉ କେବେ ନାଲି ବି ହେବ ଆଉ କେବେ ଗାଡି ଧିରେ ଚଲାଇବା କୁ ହେବ ତ କବେ ଫୁଲ Speed  ଜିବାକୁ ହେବ ଆଉ କେବେ ଆମେ ଛିଡା ହେବାକୁ ପଡିବ

ସେହିପରି ଆମ ଜିବନର ସଫଳତା ହାସଲ କରିବା କୁ ହେଲେ

କେବେ କେବେ ଫୁଲ ଜୋସର ସହିତ କମ କରିବା କୁ ହେବ ତ ଆଉ କେବେ କେବେ  ଧିରେ ବି  ଚାଲିବାକୁ ହେବ ଆଉ କେବେ  ଛିଡା ହବା ପାଇଁ ମଧ୍ଯ ପଡିବ

ତା ମାନେ ନୁହଁ ଆମେ ଆମର ଲକ୍ଷ୍ଯ ଛାଡିଦେବା  ଠିକ୍ ସମଯକୁ ଅପେକ୍ଷା କର ଓର ଆଗକୁ ବଢ ଓର ନିଜର ଲକ୍ଷକୁ ହାସଲ କର।


 ଭଲ ଲାଗୁ ଥିଲେ  Share କରିବା କୁ ଜମାରୁ ଭୁଲିବେନି 


ଆହୁରି ପଢ଼ନ୍ତୁ 


Post a Comment

0 Comments