Odia Ajira Anuchinta- ଏଇତ ଦୁନିଆ


 Odia Ajira Anuchinta - ଆଜିର ଏହି ସମାଜରେ ମଣିଷ ଯେତେ ମିଛ କହିଥାଏ ସେତେ ଖୁସି ରେ ରହିଥାଏ । କାହିଁକି ନା ଏଠି ମିଛକୁ ସତ ବୋଲି ଆଉ ସତକୁ ମିଛ ବୋଲି ଧରାଯାଏ ।ଆଗରୁ ଲୋକେ ମିଛ କହିବା କୁ ଭୟ କରୁଥିଲେ କାଳେ ପାପ ଲାଗି ଯିବ ବୋଲି ଆଉ ଏବେ ଲୋକେ ସତ କହିବାକୁ ଡରୁଛନ୍ତି କାଳେ କୁଆଡେ ବିପଦରେ ପଡିଜିବେ ବୋଲି 

Post a Comment

0 Comments